ଆଠଗଡ଼ରେ ଏଟିଏମ୍‌ ଗାଡ଼ି ଲୁଟିଲେ ଦୁର୍ବୁତ୍ତ : ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର, ୩ ଗିରଫ

ଆଠଗଡ଼ : ଆଠଗଡ଼ ଥାନା କଟକ-ନରସିଂହପୁର ରାସ୍ତାର ମହୀଧରପୁର ନିକଟରେ ସୋମବାର ଦିନ ଏଟିଏମ୍‌ରେ ଟଙ୍କା ଲୋଡ୍‌ କରିବାକୁ ଯାଉଥିବା ସିଏମ୍‌ଏସ୍‌ କମ୍ପାନି କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ୧ କୋଟି ୨୯ ଲକ୍ଷ ଟଙ୍କା ସହ ଗାଡ଼ି ଲୁଟି ନେଇଥିଲେ। ତେବେ ପୁଲିସ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗାଡ଼ି ସହ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିଲା … Continue reading ଆଠଗଡ଼ରେ ଏଟିଏମ୍‌ ଗାଡ଼ି ଲୁଟିଲେ ଦୁର୍ବୁତ୍ତ : ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର, ୩ ଗିରଫ